(ସରିଲା) ଇ ବହି ପରମେଶ୍ଵଙ୍କର୍ ପେରେମ ର ଖୁଶିର୍ ଖେବେର୍ ବିଷେନେ ଲେଖା ହେଇଛେ। ପର୍ମେଶ୍ଵର୍ କେନ୍ତା କରି ନିଜର୍ ପେରେମ୍ ର କିରିଆଁ କେ କୁରୁଶ୍ ଉପ୍ରେ ନିଜର୍ ମରନ୍ ବୁତେ ସରେଇ ଛନ୍। ହେଟା କେ ଇ ବହିଥି ଦେଖେଇଛନ୍। ଯୀଶୁ ଖ୍ରୀଶ୍ଟ ଖାଲି ଆମର୍ ପରିତ୍ରାଣକର୍ତା ଉଧାର୍କର୍ତା ଆର୍ ମୁକ୍ତି ଦାତା ଆନ୍ ହେଟା ନାଇଁସେ ହେଲେ ସେ ମହାନ୍ ଆଁନ ଜିଏକି ଆମ୍କୁ ଧାର୍ମିକ୍ତାର୍ ବାଟେ ଚାଲ୍ବାର୍ ଲାଗି ସାହେଜ କର୍ସନ୍ । ଇ ନୁଆଁ ନିଅମ୍ ର ୨୭ ଟା ବହି ପହେଲା ଶତାବ୍ଦି ନେ ଲେଖା ହେଇଥିବାର୍ ଅନୁମାନ କରା ହେସି ପହେଲା ୪ଟା ଖୁସିର୍ ଖବେର୍ ଯୀଶୁଖ୍ରୀଶ୍ଟଙ୍କର୍ ଜନମ୍ ଆର୍ ଶିକ୍ଷା ଦେବାର୍,ତାଁକର୍ ଦୃଶ୍ଟାନ୍ତ,ଆର୍ଶ୍ଚୟ୍ୟକାମ୍ ଆର୍ ଖୁସିର୍ଖବେର୍ ପେସ୍ବାର୍,ତାଁକର୍ ତାଡ୍ନା ଆର୍ କୁରୁଶ୍ ର ମରନ୍, ଆର୍ ମରନ୍ ନୁ ଜିଁ କରି ଉଠବାର୍ ବିଷେ କେ ବର୍ଣ୍ଣନା କରୁଛେ। ପେରିତ୍ ମାନ୍କର୍ ବହି ପବିତ୍ର ଆତ୍ମାଙ୍କର୍ କବାର୍କମ୍ ସତ୍ ଆର୍ ମଣ୍ଡଲି ବଡ୍ବାର୍ ଆର୍ ଯୀଶୁଙ୍କର୍ ପଛୁଆଲ୍ ମାନ୍କର୍ କବାର୍କମ୍ ଜେନ୍ଟା ରୋମ୍ ସହର୍ ତକ୍ ପେସ୍ରିଥିଲା ଇ ସବୁ ବିଷେଥି ବର୍ଣ୍ଣନା କରା ହେଇଛେ। ରୋମିଅ ଠାନୁ ଯୀହୁଦା ବହି ନେ ଭିନ୍ ଭିନ୍ ମଣ୍ଡଲି କେ ଆର୍ ଲୋକ୍ ମାନ୍କୁ ଚିଠି ଲେଖା ହେବାର୍ ସୁଚ୍ନା ମିଲ୍ସି। ଶେଷ ବହି ପ୍ରକାଶିତ୍ ବାକ୍ୟ ଅଲ୍ଗା ବହି ମାନ୍କର ଠାନୁ ଭିନେ ଆଁଏ ଇ ବହି ଯୀଶୁ ଖ୍ରୀଶ୍ଟଙ୍କର ଗଉରବ୍ ଭରା ଐଶରିୟ ଆଶବାର୍ ଆର୍ ତାଁକର୍ ରାଏଜ୍ ବିଷେର୍ ବର୍ଣ୍ଣନା କର୍ସି। ଇ ପେରେମ୍ର ଖୁସିର୍ଖବେର୍ ସମ୍ବଲପୁରି ଭାଷା ନେ ଅନୁବାଦ୍ ହେଇଛେ ଜେନ୍ତା କି ସମ୍ବଲପୁରି ଭାଷା କହୁଥିବାର୍ ଭାଏ ବୁହେନ୍ ମାନ୍କର୍ ଲାଗି ଗୁଟେ ଉପ୍କାର୍ ଆର୍ ଆଶିର୍ବାଦ୍ ହେବା । ଯଦି ଆପନ ମାନେ ଇ ବହିର୍ ବାବ୍ଦେ ଅଏତ୍କା ଜାନ୍ବାର୍ ଲାଗି ଇଛା କରୁଛନ୍ ତେନେ ଆମର୍ ଇ ପତାଥି ଯୋଗା ଯୋଗ କରୁନ୍ । ଆମର୍ ପତା ହେଲା
Features:
► Verse of the Day & Daily Reminder
► Verse on Image (Bible Verse Wallpaper Generator)
► Additional Menu items
► Embedded Jesus Film
► New user interface with Navigation drawer menu.
► Adjustable font size and easy to use interface.
► Night Mode for reading during night time (Good for your eyes)
► Swipe functionality for chapter navigation.
► Share Bible verses using social media sites, E-mail, IM clients and SMS.
Compatibility: The app should run well on devices with Android versions 4.1 and higher.
Text
© Indian Bible Translators, 2024